ଆଇଟିଆଇ ଛାତ୍ରଙ୍କୁ ଅପହରଣ

ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରର ଜଣେ ଆଇଟିଆଇ ଛାତ୍ରଙ୍କୁ ଅପହରଣ ଏବଂ ଅପହର୍ତ୍ତା ମାନେ ତାଙ୍କ ମୁକ୍ତି ବଦଳରେ ୩ ଲକ୍ଷ ଟଙ୍କା ଦାବି କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅପହରଣର ଶିକାର ଛାତ୍ର ଜଣକ ହେଉଛନ୍ତି ଇରିଗେସନ୍‌ କଲୋନୀ ବାସିନ୍ଦା କାହ୍ନଚରଣ ପଟ୍ଟନାୟକଙ୍କ ପୁଅ କିଶୋର କୁମାର ପଟ୍ଟନାୟକ (୧୮)। ଗତ ୧୯ ତାରିଖରେ କିଶୋର କ୍ରିକେଟ୍‌ ଖେଳିବାକୁ ଯାଇ ହଠାତ୍‌ ନିଖୋଜ ହୋଇ … Continue reading ଆଇଟିଆଇ ଛାତ୍ରଙ୍କୁ ଅପହରଣ